ବଡ ଖବର-ଚିହ୍ନଟ ହେଲା ଆକ୍ରମଣକାରୀ ଆତଙ୍କବାଦୀ .
ବଡ ଖବର-ଚିହ୍ନଟ ହେଲା ଆକ୍ରମଣକାରୀ ଆତଙ୍କବାଦୀ -ପହଲଗାମ ଟୁରିଷ୍ଟ ସ୍ପଟରେ ଥିଲେ ୭ ଆତଙ୍କବାଦୀ -୪ ଜଣ ସିଧାସଳଖ ଆକ୍ରମଣ କରିଥିଲେ -୩ ଜଣ ଆକ୍ରମଣକୁ ଦୂରରୁ ତଦାରଖ କରୁଥିଲେ -ଆକ୍ରମଣକାରୀଙ୍କ ଭିତରେ ଥିଲା ଆଦିଲ ଗୁରେ -ପାକିସ୍ତାନରୁ ଆସିଥିଲା ଆଦିଲ ଗୁରେପହଲଗାମ୍ ହାମ୍ଲା ଆତଙ୍କୀଙ୍କ ସ୍କେଚ୍ ଜାରି -ସୁରକ୍ଷା ଏଜେନ୍ସି ପକ୍ଷରୁ ୩ ଜଣ ଆତଙ୍କୀଙ୍କ ସ୍କେଚ୍ ଜାରି -ଅସିଫ୍ ଫୋଜି, ସୁଲେମାନ୍ ଶା ଓ ଅବୁ ତଲ୍ଲାର ସ୍କେଚ୍ ଜାରି
