ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର

ଭିଜିଲାନ୍ସ ଜାଲରେ କ୍ୟାପିଟାଲ ହସ୍ପିଟାଲ ଡାକ୍ତର

-୩୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

-ଭିଜିଲାନ୍ସ ଜାଲରେ ଡାକ୍ତର ସତ୍ୟଜିତ ବେହେରା

-NGO କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ

-ଦରମା ବିଲ୍‌ରେ ସାଇନ୍ କରିବାକୁ ମାଗୁଥିଲେ ଟଙ୍କା

-ଡାକ୍ତରଙ୍କ ୩ଟି ଠିକଣାରେ ଚାଲିଛି ଭିଜିଲାନ୍ସ ଚଢ଼ାଉ #Vigilance #Timesofodisha