ହାଇକୋର୍ଟ ସବୁ ବିଚାରପତିଙ୍କୁ ପୂର୍ଣ୍ଣ ପେନସନ୍‌.

ହାଇକୋର୍ଟ ସବୁ ବିଚାରପତିଙ୍କୁ ପୂର୍ଣ୍ଣ ପେନସନ୍‌. *-ହାଇକୋର୍ଟର ସମସ୍ତ ଅବରସରପ୍ରାପ୍ତ ବିଚାରପତି ପୂର୍ଣ୍ଣ ପେନସନ୍ ପାଇବେ* *-ରାୟ ଶୁଣାଇଲେ CJIଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ* *-ଯେକୌଣସି ତାରିଖରେ ଯୋଗ ଦେଇଥିଲେ ବି ମିଳିବ ପୂର୍ଣ୍ଣ ପେନସନ୍.* *-ହାଇକୋର୍ଟର ଅତିରିକ୍ତ ବିଚାରପତିମାନେ ବି ପୂର୍ଣ୍ଣ ପେନସନ୍ ପାଇବେ* *-ଅତିରିକ୍ତ ଓ ସ୍ଥାୟୀ ବିଚାରପତିଙ୍କ ମଧ୍ୟରେ ପେନସନ୍‌ ପାର୍ଥକ୍ୟ ମନା*

ହାଇକୋର୍ଟ ସବୁ ବିଚାରପତିଙ୍କୁ ପୂର୍ଣ୍ଣ ପେନସନ୍‌.