*୧୦୦ କୋଟିର ଗଞ୍ଜେଇ ତେଲ ଜବତ...*
*-ମାଲକାନଗିରି: ଏସ୍ଆର୍ ଛକରୁ ୨ ଲିଟର ଗଞ୍ଜେଇ ତେଲ ଜବତ*
*-ଜବତ ଗଞ୍ଜେଇ ତେଲର ମୂଲ୍ୟ ପ୍ରାୟ ୧୦୦ କୋଟି ଟଙ୍କା ହେବ*
*-ଚିତ୍ରକୋଣ୍ଡା ପୋଲିସ୍ ଦ୍ୱାରା ୫୦ କେଜି ଗଞ୍ଜେଇ ମଧ୍ୟ ଜବତ*
*-ମୋବାଇଲ୍ ଗଞ୍ଜେଇ ତେଲ ଉତ୍ପାଦନ ୟୁନିଟ୍ ଗାଡ଼ି ଜବତ*


admin 
