*ନରୱେ ମହାରାଜାଙ୍କୁ ତାରକସି ଭେଟି..*
*-ପୁଣି ବିଶ୍ୱ ଦରବାରରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ*
*-ଓଡ଼ିଶାର କଳା ଓ କାରିଗରୀକୁ ବିଶ୍ୱ ମଞ୍ଚରେ ଆଉ ଏକ ବଡ଼ ସମ୍ମାନ*
*-ନରୱେ କିଙ୍ଗ୍ ହାରାଲ୍ଡ ଭି'ଙ୍କୁ ରୁପା ତାରକସି ସେଲ୍ବୋଟ ଭେଟି ଦେଲେ PM ମୋଦି*
*-ନରୱେ ମହାରାଣୀ ସୋଞ୍ଜାଙ୍କୁ ତାଳପତ୍ର ପଟ୍ଟଚିତ୍ର ଭେଟିଦେଲେ ମୋଦି*


admin 
