*୫ ଦିନରେ ୧୫ ଦିନର ତେଲ ବିକ୍ରି*

*୫ ଦିନରେ ୧୫ ଦିନର ତେଲ ବିକ୍ରି*

*- ତୈଳ ସମସ୍ୟାକୁ ନେଇ ପେଟ୍ରୋଲିୟମ ଡିଲର ସଂଘର ପ୍ରତିକ୍ରିୟା*

*- କଟକ, ଭୁବନେଶ୍ୱରରେ ତୈଳ ସମସ୍ୟାକୁ ନେଇ ସ୍ଥିତି ସ୍ୱାଭାବିକ*

*- କାଲି ସନ୍ଧ୍ୟା ସୁଦ୍ଧା ସବୁ ପେଟ୍ରୋଲ ପମ୍ପରେ ତେଲ ଉପଲବ୍ଧ ହୋଇଯିବ* 

*- ରାଜ୍ୟରେ ପୂର୍ବ ୫ ଦିନରେ ୧୫ ଦିନର ତେଲ ବିକ୍ରି ହୋଇଛି*

*- ଆଗାମୀ ୪-୫ ଦିନ ପେଟ୍ରୋଲ ବ୍ୟବସାୟ ପ୍ରଭାବିତ ହେବ*

*- ଷ୍ଟକ୍ ଥାଇ ମଧ୍ୟ ବିକ୍ରି କରିନଥିବା ଟାଙ୍କି ଉପରେ ଆକ୍ସନ ହେବ*

*- ଦୈନିକ ଓଡ଼ିଶାରେ ୧୩ରୁ ୧୭ ଦିନର ତେଲ ଷ୍ଟକ୍ ରହିଥାଏ* 

*- ପ୍ରଚୁର ତୈଳ ମହଜୁଦ ରହିଛି, ବ୍ୟସ୍ତ ହୁଅନି: ସଞ୍ଜୟ ଲାଠ*