ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍ ବେଡାରୀ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକଙ୍କ ଆବାସିକ କାର୍ଯ୍ୟାଳୟର ଶୁଭ ଉଦ୍ଦଘାଟନ ହୋଇଥିଲା

ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍ ବେଡାରୀ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକଙ୍କ ଆବାସିକ କାର୍ଯ୍ୟାଳୟର ଶୁଭ ଉଦ୍ଦଘାଟନ ହୋଇଥିଲା

ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ଗରଦପୁର ବ୍ଲକ୍ ବେଡାରୀ ପଞ୍ଚାୟତରେ ରାଜସ୍ୱ ନିରୀକ୍ଷକଙ୍କ ଆବାସିକ କାର୍ଯ୍ୟାଳୟର ଶୁଭ ଉଦ୍ଦଘାଟନ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ରଘୁରାମ ଆର ଆୟାର,ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର .ବ୍‌କ୍ ଅଧ୍ୟକ୍ଷ ଅଭୟ ମହାରାଜ । ଗରଦପୁର ତହସିଲଦାର ,ବେଡାରୀ ପଞ୍ଚାୟତର (R I)ରାଜସ୍ୱ ନିରୀକ୍ଷକ , ପଞ୍ଚାୟତ ସରପଞ୍ଚ, ସମିତିସଭ୍ୟ , ଏବଂ ପାଖ ପଞ୍ଚାୟତରେ ସରପଞ୍ଚ ମାନେ ଗ୍ରାମର ବୁଦ୍ଧିଜୀବି , ୱାଡମେମ୍ବର ଓ ଅନ୍ୟ ସରକାରୀ କର୍ମଚାରୀମାନେ ଉପସ୍ଥିତ ଥିଲେ . ପ୍ରଥମେ ପୂଜା ହୋମ ସରିଲା ପରେ ବିଧାୟକ ନଡ଼ିଆ ବଡେଇ ଫିତା କାଟିଥିଲେ . ସ୍ୱୟଂପ୍ରଭା ମିଶ୍ରଙ୍କ ରିପୋଟ୍ ବିଶେଶ ଖବର