କନ୍ଧମାଳରେ କାଳବୈଶାଖୀ.

କନ୍ଧମାଳରେ କାଳବୈଶାଖୀ.

କନ୍ଧମାଳରେ କାଳବୈଶାଖୀ ପ୍ରଭାବରେ କୁଆପଥରମାଡ଼

କୁଆପଥର ଦେଖି ଛୋଟପିଲା, ଯୁବକମାନେ ଉତ୍ସାହିତ

ଘୁମୁସର ଉଦୟଗିରିରେ କୁଆପଥରମାଡ଼ ସହ ବର୍ଷା

ଘଡ଼ଘଡ଼ି ସହିତ ବର୍ଷା ଏବଂ ବଜ୍ରପାତ

କଶ୍ମୀର ଭଳି ତୁଷାରପାତ ଅନୁଭବ କଲେ ସ୍ଥାନୀୟ ଲୋକେ

ବର୍ଷା ପରେ ଚାଷୀମନରେ ଉତ୍ସାହ

ହଳଦୀ ଖୋଳିବାକୁ ନେଇ ଚାଷୀ ଉତ୍ସାହିତ

ଏବର୍ଷ ଭଲ ଆମ୍ବ ଫସଲ ଅମଳ ନେଇ ଚାଷୀ ଉତ୍ସାହିତ