admin Sep 10, 2026 2
admin Sep 9, 2026 11
admin Sep 5, 2026 200
admin Aug 31, 2026 5
admin Aug 13, 2026 18
admin Sep 12, 2026 5
admin Sep 12, 2026 52
admin Sep 12, 2026 77
admin Sep 12, 2026 47
admin Sep 12, 2026 17
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 66
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 12, 2026 4
admin Sep 11, 2026 116
admin Sep 10, 2026 180
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
ଗୁଣୁପୁର ଠାରେ ଏସ୍ ପି ମାଙ୍ଗାଇ ଗମାଙ୍ଗ ଙ୍କ ଜନ୍ମ ଜୟନ୍ତୀ ଉତ୍ସବ ମହା ଧୁମ ଧାମ ରେ ପାଳିତ। ତାତିଖ :-16/06/26 (ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ) ରାୟଗଡା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଗତକାଲି ସୌରା ପଣ୍ଡିତ ମାଙ୍ଗାଇ ଗମାଙ୍ଗ ଙ୍କ ୧୧୧ ତମ ଜନ୍ମ ଜୟନ୍ତୀ ଉତ୍ସବ ଗୁଣୁପୁର ଶବର ସାଂସ୍କୃତିକ ସଙ୍ଘ ତରଫରୁ ମହା ଆଡ଼ମ୍ବରରେ ପାଳନ କରାଯାଇଛି। ଉକ୍ତ ଜନ୍ମ ଜୟନ୍ତୀ ଉତ୍ସବ ରେ ବହୁ ଶବର ଭାଇ ତଥା ଭଉଣୀ ମାନେ ସେମାନଙ୍କ ପ୍ରିୟ ଗୁରୁ, ସୌରା ଲିପି ସୋରାଙ୍ ସମ୍ପେଙ୍ଗ୍ ର ରୂପକାର , ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୂର୍ବାହ୍ନ ଦଶଟା ସମୟରେ ଗୁରୁ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କ ଏକ ସୁଉଚ୍ଚ ଫୋଟ ଚିତ୍ର କୁ ପୁଷ୍ପ ମାଲ୍ୟ ଦେଇ ଗାଡ଼ି ରେ ସଜାଇ ସହର ପରିକ୍ରମା କରି ଥିଲେ। ହଜାରରୁ ଅଧିକ ସଂଖ୍ୟାରେ ଶବର ଭାଇଭଉଣୀ ମାନେ ସେମାନଙ୍କ ପାରମ୍ପରିକ ବାଦ୍ୟ ବାଜଣା ସହିତ ନାଚ ଗୀତ ଗାଇ ସହର ପରିକ୍ରମା କରି ଥିଲେ। ଏହା ପରେ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗ ଙ୍କ ଶ୍ରାଦ୍ଧାଞ୍ଜଳି ସଭା ଆରମ୍ଭ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ବିଜେଡି ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ବକ୍ତା, ଭୁବନେଶ୍ୱର ଓ ପୁରୀ ରୁ ଶ୍ରୀ ପ୍ରକାଶ ପାତ୍ର,ଅଜୟ ପାତ୍ର, ଆନ୍ଧ୍ର ପ୍ରଦେଶ ରୁ କେ. ନାଗେଶ୍ଵର ରାଓ ଏବଂ କୃଷ୍ଣ ମଡିର୍, ରାମଚନ୍ଦ୍ର ଗମାଙ୍ଗ, ନିତାଇଶା ଶବର , କମଳାକାନ୍ତ ଶବର ପ୍ରମୁଖ ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ। ଶ୍ରଦ୍ଧାଞ୍ଜଳି ସଭା ରେ ପ୍ରଥମେ ଦିପ ପ୍ରଜ୍ୱଳନ କରାଯାଇଥିଲା । କୁନି କୁନି ପିଲାମାନେ ବିଭୁ ବନ୍ଦନା ଗାନ କରିଥିଲେ। ଏହା ପରେ ସଙ୍ଘର ଦିବଙ୍ଗତ ସଦସ୍ୟ ପୂର୍ବତନ ବିଧାୟକ ସ୍ୱର୍ଗତ ରାମ ମୂର୍ତ୍ତି ଗମାଙ୍ଗ,ଡିଏଫ୍ଅ ସୁବାସ ଚନ୍ଦ୍ର ଗମାଙ୍ଗ, ଗୁରୁ ପୁତ୍ର ଦିଗାସ୍ମି ଗମାଙ୍ଗ, ରେଞ୍ଜର ଚନ୍ଦନ ଶବର, ସରକାରୀ କର୍ମଚାରୀ ପିତାମ୍ବର ଶବର,ଜିତେନ୍ଦ୍ର ଶବର ପ୍ରଭୃତିଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ଶବର ସଙ୍ଘର ସଭାପତି ଚକ୍ରପାଣି ଶବର ଗୁରୁ ଙ୍କ ଜନ୍ମ ଉତ୍ସବ ର ସମ୍ୟକ୍ ଧାରଣା ଦେଇଥିଲେ ।ପରେ ପରେ ମଞ୍ଚାସୀନ ଅତିଥି ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଶବର ସାଂସ୍କୃତିକ ସଙ୍ଘ ତରଫରୁ ବ୍ରହ୍ମପୁର ନିବାସୀ ଫାର୍ମାସିଷ୍ଟ ଶ୍ରୀ ରାଜୀବ କୁମାର ମିଶ୍ର ଙ୍କୁ ତାଙ୍କର ଦୀର୍ଘ କାଳୀନ ମାନବ ସେବା ପାଇଁ ଉପଢୌକନ ସହିତ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସଙ୍ଘ ର ସମ୍ପାଦକ ଶ୍ରୀ ବଳରାମ ଶବର ବାର୍ଷିକ ବିବରଣୀ ପାଠ କରିଥିଲେ। ମଞ୍ଚାସୀନ ଅତିଥି ମାନେ ଶବର ମାନଙ୍କ ବହୁ ପୁରାତନ କଥିତ ଭାଷା କୁ ଲିଖିତ ଭାବରେ ପ୍ରକାଶ କରିବା ପାଇଁ ସୌରା ଲିପି ସମ୍ପେଙ୍ଗ୍ ର ସୃଷ୍ଟି ସାଙ୍ଗକୁ ସୌରା ଭାଷା ଓ ଲିପିକୁ ସୁରକ୍ଷା ଦେବା ପାଇଁ ସୁଦୂର ମହୀଶୂର କୁ ଯାଇ ପୃଥିବୀ ପଞ୍ଚାୟତ ରେ ଏ ଭାଷା କୁ ପଞ୍ଜିକୃତ କରିଥିବା, ତଥା ନିଜେ ବିଭିନ୍ନ ଗ୍ରାମ ପ୍ରଦେଶ ବୁଲି ବୁଲି ଜନସାଧାରଣଙ୍କୁ ଲିପି ଶିକ୍ଷା କରିବା ଦ୍ୱାରା ଶବର ସମାଜର ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ଉଦ୍ଦେଶ୍ୟରେ ଶବର ଭାଇଭଉଣୀ ମାନଙ୍କୁ ବୁଝାଇବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଦୃଷ୍ଟିରୁ ତାଙ୍କୁ ଆଜି ଗୁରୁ ରୂପେ ପୂଜା କରା ଯାଉଥିବା ଓ ସମସ୍ତଙ୍କର ଶ୍ରଦ୍ଧା ଭାଜନ ହୋଇପାରି ଥିବା ଇତ୍ୟାଦି ଜନମଙ୍ଗଳ କାର୍ଯ୍ୟ ପାଇଁ ଗୁରୁ ସ୍ୱର୍ଗତ ମାଙ୍ଗାଇ ଗମାଙ୍ଗଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଶ୍ରୀ ଲୋକନାଥ ଶବର ମଞ୍ଚାସୀନ ଅତିଥି ମାନଙ୍କୁ, ମିଡିଆ ଭାଇମାନଙ୍କୁ ତଥା ଉପସ୍ଥିତ ସମସ୍ତ ଶବର ଭାଇଭଉଣୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ସାଙ୍ଗ ଘୋଷଣା ପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶ୍ରୀମତୀ ବବିତା ଗମାଙ୍ଗ ଏବଂ ସୁଶ୍ରୀ ସତଗ୍ରୀଙ୍ ଶବର ଉଦଘୋଷିକା ଭାବରେ ସଭାକାର୍ଯ୍ୟ ଆଗେଇ ନେଇଥିଲେ ଏବଂ ବିକ୍ରମ ଗମାଙ୍ଗ ଓ ଫାଲଗୁନୀ ଶବର ମଞ୍ଚ ପରିଚାଳନା କାମ ରେ ସହଯୋଗ କରିଥିଲେ। ରାୟଗଡା ଜିଲ୍ଲା ପ୍ରତିନିଧି ରୁଦ୍ର ଚୌଧୁରୀ ଙ୍କ ରିପୋର୍ଟ ବିଶେଷ ଖବର
Previous Article
Next Article
admin1
admin1 Jun 20, 2026 10
admin Mar 30, 2026 25
admin1 Jun 5, 2026 7
admin1 Jun 4, 2026 14
admin1 Jun 27, 2026 3
admin May 9, 2026 6
admin Aug 3, 2026 422
admin Aug 23, 2026 392
admin Aug 11, 2026 352
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options