*ଡିଜିପିଙ୍କ ଭେଟିଲେ କ୍ରାଇମବ୍ରାଞ୍ଚ ଡିଜି*

*ଡିଜିପିଙ୍କ ଭେଟିଲେ କ୍ରାଇମବ୍ରାଞ୍ଚ ଡିଜି*

*-ପୋଲିସ୍ ଡିଜି ଓ୍ବାଇ.ବି. ଖୁରାନିଆଙ୍କୁ ଭେଟିଲେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର.*

*-ବାଲିଅନ୍ତା ଭିଡ଼ ହତ୍ୟାକାଣ୍ଡର ପ୍ରଥମ ଦିନ କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ଆଲୋଚନା*

*-ବାଲିଅନ୍ତା ପୋଲିସ୍‌ରୁ ସୌମ୍ୟଙ୍କ ପୋଷ୍ଟମର୍ଟମ ରିପୋର୍ଟ ହସ୍ତଗତ କରିବ କ୍ରାଇମବ୍ରାଞ୍ଚ*

*-ଆସନ୍ତାକାଲି କ୍ରାଇମବ୍ରାଞ୍ଚ ଡିଜିଙ୍କ ତର୍ଜମା ପରେ ତଦନ୍ତର ଦିଗ ଆଗକୁ ବଢିବ*