*ନବୀନ_ନିବାସ_ସାମ୍ନାରୁ_ହଟିବ_ବ୍ୟାରିକେଡ୍ !*
-ନବୀନ ନିବାସ ସାମ୍ନାରେ ସୁରକ୍ଷା ବ୍ୟାରିକେଡ୍କୁ ନେଇ ଅସନ୍ତୁଷ୍ଟ ହାଇକୋର୍ଟ
-ମାମଲାକୁ ନେଇ ପ୍ରଶାସନର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କଲେ
-ହାଇକୋର୍ଟଙ୍କ ଅସନ୍ତୋଷ ପରେ ତତ୍ପର ପୂର୍ତ୍ତ ବିଭାଗ
-ଗୃହ ବିଭାଗ ଜରିଆରେ ଟ୍ରାଫିକ ଡିସିପିଙ୍କ ମତାମତ ମାଗିଲା ପୂର୍ତ୍ତ ବିଭାଗ
-ସରକାରୀ ରାସ୍ତାରେ ବ୍ୟାରିକେଡ୍ ଦ୍ବାରା ଯାତାୟାତରେ ବାଧା ସୃଷ୍ଟି ଅଭିଯୋଗ


admin 
