ନିଜ ନିଜ ଭିତରେ ଅଶାନ୍ତି ସୃଷ୍ଟି କରିବା ସମ୍ପୂର୍ଣ୍ଣ ଭାବରେ ଆତ୍ମଘାତୀ ।
ନିଜ ନିଜ ଭିତରେ ଅଶାନ୍ତି ସୃଷ୍ଟି କରିବା ସମ୍ପୂର୍ଣ୍ଣ ଭାବରେ ଆତ୍ମଘାତୀ ।
ଦିଲ୍ଲୀରେ ବିଜୁବାବୁଙ୍କ ନାମରେ ଟ୍ରଷ୍ଟ ଖୋଲି ବସିଥିବା ସର୍ବଦଳୀୟ ତାମିଲ ଖଣି ମାଫିଆ ବିରୁଦ୍ଧରେ ପଦକ୍ଷେପ ନେବା ବଦଳରେ ନିଜ ଭିତରେ ବିଭେଦ ସୃଷ୍ଟି କରିବା ବୋକାମି ।।
ନବୀନ ବାବୁଙ୍କ ସହ ଯେଉଁମାନେ ନବୀନ ନିବାସ ରେ ସବୁ ସମୟରେ ରହୁଛନ୍ତି ସେମାନଂକୁ ସରକାରୀ ସ୍ତରରେ ଯାଞ୍ଚ କରିବା ଆବଶ୍ୟକ, କାରଣ ସେ ଓଡ଼ିଶା ର ଜଣେ ପ୍ରବାଦ ପୁରୁଷ ବିଜୁବାବୁଙ୍କର ପୁତ୍ର ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ, ଏବଂ ବୟସ୍କ ତଥା ଅବିବାହିତ।।
କାରଣ ତାଂକ ର ପରିବାରର କେହି ନାହାନ୍ତି,
ତାଂକ ପରିବାର ସହ ଜଡ଼ିତ କୌଣସି ପୁରୁଖା ରାଜନେତା ବା ସମ୍ପର୍କିୟ ମଧ୍ୟ ରହୁ ନାହାଁନ୍ତି,
ତେଣୁ କେଉଁ ମାନେ ତାଂକ ରକ୍ଷଣାବେକ୍ଷଣ ରେ ଅଛନ୍ତି ଓ କିଏ ନିଯୁକ୍ତି କରିଛି ଏବଂ କଣ ଖାଦ୍ୟପେୟ ଓ କି ଔଷଧ ଉପଚାର ରେ ଅଛନ୍ତି ଏହା ସରକାର କିମ୍ବା ଦଳୀୟ ନେତା ( ବିଜୁ ଲିଗେସି ) ଦୃଷ୍ଟି ଦେବା ଉଚିତ୍ ।।।
କାରଣ ବୃଦ୍ଧ ବୟସରେ ସର୍ବଦଳୀୟ ତାମିଲ ଖଣି ମାଫିଆ ହେଉ ବା ଯେକୌଣସି ବାହ୍ୟ ଅପରାଧୀ ହୁଅନ୍ତୁ ତାକଂ ନୀୟନ୍ତ୍ରଣ ରେ ରହିଲେ ଯେ କୌଣସି ଲୋକ ଅସହାୟ ହେଇ ବ୍ଲାକ ମେଲିଙ୍ଗ ର ଶିକାର ହେଇ ସବୁ କଥା ମାନିବାକୁ ବାଧ୍ୟ ହେବାର ସମ୍ଭାବନା ମଧ୍ୟ ଅଛି ।।।
ଉତ୍ତର ପ୍ରଦେଶରେ ଏପରି ଏକ ବିଷୟ ଲୋକ ମୁଖରେ ଆଲୋଚନା ହୁଏ ,,
ବଡ ନେତା କାନସିରାମ କୁଂ ଜଣେ 'କାୟାବତୀ' ନାମକ ସେବିକା ସମ୍ପତ୍ତି କ୍ଷମତା ସହ ମୁଖ୍ୟମନ୍ତ୍ରୀ ହେବା ଲୋଭରେ ଶେଷ ଜୀବନରେ ଔଷଧ ଦେଇ ଦୁର୍ବଳ କରି ସମ୍ମୋହିତ ଅବସ୍ଥା ରେ ରଖିଥିଲା ଏବଂ ନୀୟନ୍ତ୍ରଣ କରୁଥିଲା ।।
*ଜନତାଦଳ ବନ୍ଧୁ ଗ୍ରୁପ ଓଡ଼ିଶା*


admin 
