ପଞ୍ଚାୟତିରାଜ ବିଭାଗ ସ୍କାନରରେ ‘ମୂଷା’ -ଭିଜିଲାନ୍ସ ଚଢ଼ାଉକୁ ନେଇ ମନ୍ତ୍ରୀ ରବି ନାଏକଙ୍କ ଇସାରା .

ପଞ୍ଚାୟତିରାଜ ବିଭାଗ ସ୍କାନରରେ ‘ମୂଷା’ -ଭିଜିଲାନ୍ସ ଚଢ଼ାଉକୁ ନେଇ ମନ୍ତ୍ରୀ ରବି ନାଏକଙ୍କ ଇସାରା
-‘ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷାମାନେ ରହିଛନ୍ତି’
-‘ପୁରୁଣା ମୂଷା ହେଉକି ନୂଆ, ଦଣ୍ଡ ନିଶ୍ଚିତ ପାଇବେ’
-‘ମୂଷା ହୁଅନ୍ତୁ କି ବିରାଡି, ଆଇନ ଆଗରେ ସମସ୍ତେ ସମାନ’
-ଦୁର୍ନୀତି ପାଇଁ ମୁଁ ନିଜେ ୯ ଜଣ JEE ଓ ବିଡିଓଙ୍କୁ ନଲମ୍ବନ କରିଛି’
-ଯିଏ ଦୁର୍ନୀତି କରିବେ ତା ଉପରେ କାର୍ଯ୍ୟାନୁଷ୍ଠାନ ହେବ