*ପୋଲିସକୁ ଖୋଜୁଛି ପୋଲିସ*

*ପୋଲିସକୁ ଖୋଜୁଛି ପୋଲିସ*

*-ଖାକି ବାବୁଙ୍କୁ ଗିରଫ କରିବାକୁ ପଛରେ ଲାଗିଛି ଖାକି*

*-ଶରଣକୁଳ ଥାନା ପୂର୍ବତନ IIC ସୁଜିତ ଦାସଙ୍କୁ ଗିରଫ ପାଇଁ ପୋଲିସର ଛାନଭିନ୍*

*-କ୍ରାଇମବ୍ରାଞ୍ଚର ଏକାଧିକ ଟିମ୍ ବିଭିନ୍ନ ସ୍ଥାନରେ କରୁଛନ୍ତି ଜୋରଦାର ଚଢ଼ାଉ*

*-ଚଢ଼ାଉ ଜୋରଦାର ହୋଇଥିଲେ ମଧ୍ୟ ସୁଜିତ ଦାସ ଏବେବି ଫେରାର*

*-ଭୁବନେଶ୍ୱରରେ ଥିବା ତାଙ୍କ ବାସଭବନରେ ମଧ୍ୟ ଚାଲିଛି ରେଡ୍‌*

*-ପୂର୍ବତନ IIC ସୁଜିତ ଦାସଙ୍କ ନାଁରେ ରହିଛି ଦୁଷ୍କର୍ମ ମାମଲା*