*ପ୍ରଥମ ଚାପରେ ନିଷ୍ପତ୍ତି ବଦଳାଇଲେ ବିଜୟ...*
*-ସହଯୋଗୀ ଦଳଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଲେ ମୁଖ୍ୟମନ୍ତ୍ରୀ ବିଜୟ*
*-ଜ୍ୟୋତିଷ ରିକି ରାଧନଙ୍କୁ OSD ନିଯୁକ୍ତି ନିଷ୍ପତ୍ତିକୁ ପ୍ରତ୍ୟାହାର କଲେ*
*-୨୪ ଘଣ୍ଟା ନ ପୁରୁଣୁ ନିଷ୍ପତ୍ତି ବଦଳାଇ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ*
*-ସହଯୋଗୀ ଦଳ ରିକି ରାଧନଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠାଇଥିଲେ*


admin 
