*ବଡ଼_ଭାଇର_ପ୍ରେମ_ପାଇଁ_ସାନ_ଭାଇକୁ_ଗୁଳି.

*ବଡ଼_ଭାଇର_ପ୍ରେମ_ପାଇଁ_ସାନ_ଭାଇକୁ_ଗୁଳି.

*ବଡ଼_ଭାଇର_ପ୍ରେମ_ପାଇଁ_ସାନ_ଭାଇକୁ_ଗୁଳି* -ଦଶପଲ୍ଲା: ଗ୍ୟାରେଜ ମାଲିକଙ୍କୁ ହତ୍ୟା ଘଟଣାରେ ତୀବ୍ର ଉତ୍ତେଜନା -କଣ୍ଟିଲୋ-ଗଣିଆ ରାସ୍ତା ପାଣ୍ଡରାସିଙ୍ଗାରେ ପରିବାର ଲୋକଙ୍କ ରାସ୍ତାରୋକ -ଅଭିଯୁକ୍ତ ଗିରଫ, ଖଣ୍ଡପଡ଼ା SDPOଙ୍କ ବୁଝାସୁଝା ସତ୍ତ୍ବେ ହଟିନି ରାସ୍ତାରୋକ -ପ୍ରେମ ବ୍ୟାପାରରୁ ହତ୍ୟା କରାଯାଇଥିବା କହିଲେ ଖଣ୍ଡପଡ଼ା SDPO -ବିବାହ ପୂର୍ବରୁ ଅଭିଯୁକ୍ତଙ୍କ ପତ୍ନୀ ସହ ମୃତକଙ୍କ ବଡ଼ ଭାଇଙ୍କ ପ୍ରେମ ସଂପର୍କ ଥିଲା -ବିବାହ ହୋଇ ନ ପାରିବାରୁ ମହିଳାଙ୍କୁ ଧରି ଫେରାର ହୋଇଥିଲେ ବଡ଼ ଭାଇ -ଯାହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ମନୋମାଳିନ୍ୟ ଥିଲା- SDPO -ଫେରାର ମହିଳାଙ୍କ ଶାଶୁ ଘର ଓ ବାପା ଘର ଲୋକଙ୍କୁ ଗିରଫ ଦାବି -ପଥୁରିଆ ଗାଁର ରବୀନ୍ଦ୍ରଙ୍କୁ କାଲି ଗୁଳି କରି ହତ୍ୟା କରାଯାଇଥିଲା