*ବର୍ଷା ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍‌*

*ବର୍ଷା ମୁକାବିଲା ପାଇଁ ୩୮୧ ଅଗ୍ନିଶମ ଟିମ୍‌*

*-ବଡ଼ ବର୍ଷାର ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ବ୍ୟାପକ ପ୍ରସ୍ତୁତି*

*-୩ଟି ରେଞ୍ଜରେ ମୋଟ ୩୮୧ ଅଗ୍ନିଶମ ଟିମ୍‌ ମୁତୟନ*

*-ସେଣ୍ଟ୍ରାଲରେ ୧୪୭, ଉତ୍ତରାଞ୍ଚଳ ରେଞ୍ଜରେ ୧୨୫ଟିମ୍ ମୁତୟନ*

*-ଦକ୍ଷିଣାଞ୍ଚଳ ରେଞ୍ଜରେ ପ୍ରସ୍ତୁତ ରହିଛନ୍ତି ୧୦୯ଟି ଅଗ୍ନିଶମ ଟିମ୍*

*-ପ୍ରଭାବିତ ଅଞ୍ଚଳରେ ଗଛ କାଟି ସଫା ଓ ନିଷ୍କାସନ କାର୍ଯ୍ୟ ଜାରି*