admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 107
admin Sep 11, 2026 4
admin Sep 11, 2026 23
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 47
admin Aug 29, 2026 6
admin May 29, 2026 68
admin May 27, 2026 11
admin May 17, 2026 67
admin Sep 11, 2026 105
admin Sep 10, 2026 169
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ମାଲକାନଗିରି-ଛତିଶଗଡ଼ ସୀମାରୁ ବଡ଼ ମାଓବାଦୀ ଡମ୍ପ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ ଜବତ ମାଥିଲି (ଶିବପ୍ରସାଦ ପରିଛା ବିଶେଷ ଖବର) ମାଲକାନଗିରି ଜିଲ୍ଲାରେ ସୁରକ୍ଷା ବାହିନୀକୁ ପୁଣି ଏକ ବଡ଼ ସଫଳତା ମିଳିଛି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ ମାଲକାନଗିରି ଡିଭିଏଫ୍ (DVF) ଟିମ୍ ଦ୍ୱାରା ଚଳାଯାଇଥିବା ସର୍ଚ୍ଚ ଅପରେସନ ବେଳେ ଏକ ବଡ଼ ମାଓବାଦୀ ଡମ୍ପ ଠାବ କରାଯାଇଛି। ସୋମବାର ପ୍ରଭାତ ପ୍ରାୟ ୫ଟା ୪୫ ମିନିଟ ସମୟରେ ପୋଡ଼ିଆ ଥାନା ଅନ୍ତର୍ଗତ ସିଲାକୋଟା, ପେରୱାଇ ଓ କେସ୍କାଗୁଡା ଜଙ୍ଗଲ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଏହି ଅଞ୍ଚଳ ଛତିଶଗଡ଼ର ସୁକମା ଜିଲ୍ଲା ଅନ୍ତର୍ଗତ ଡୋର୍ଣ୍ଣାପାଲ ଥାନା ସୀମାକୁ ଲାଗିଥିବା ବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି। ଜବତ ସାମଗ୍ରୀ ମଧ୍ୟରେ ୩ଟି ଷ୍ଟେନ୍ କାର୍ବାଇନ୍, ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଏସବିଏମଏଲ୍ ବନ୍ଧୁକ, ଗୋଟିଏ ଭଙ୍ଗା ୧୨ ବୋର ବନ୍ଧୁକ, ୫ଟି ଆଇଇଡି, ୨୦ଟି ୟୁବିଜିଏଲ୍ ଗ୍ରେନେଡ୍, ୫୩ ରାଉଣ୍ଡ ୧୨ ବୋର ଗୁଳି, ସ୍ନାଇପର ଟେଲିସ୍କୋପ, ବ୍ୟାଟେରୀ, ସୋଲାର ପ୍ୟାନେଲ, ମଲ୍ଟିମିଟର, ୱେଲ୍ଡିଂ ମେସିନ୍, ୱାୟାର କଟର, ବିଭିନ୍ନ ପ୍ରକାର ତାର ଓ ଅନ୍ୟାନ୍ୟ ସାମଗ୍ରୀ ରହିଛି। ପୋଲିସର ସନ୍ଦେହ ଅନୁସାରେ, ଏହି ଅସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର-ଓଡ଼ିଶା ସୀମା ବିଶେଷ ଜୋନାଲ କମିଟି (AOBSZC) ମାଓବାଦୀଙ୍କର ହୋଇଥାଇପାରେ। ଏହି ସାମଗ୍ରୀ ସାଧାରଣ ଜନତା ଓ ସୁରକ୍ଷା ବାହିନୀଙ୍କୁ ଟାର୍ଗେଟ କରିବା ପାଇଁ ଗଚ୍ଛିତ ରଖାଯାଇଥିବା ଅନୁମାନ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଗୃହମନ୍ତ୍ରୀଙ୍କ ନିର୍ଦ୍ଦେଶିତ ଲକ୍ଷ୍ୟ ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଲକାନଗିରି ଜିଲ୍ଲାକୁ ନକ୍ସଲମୁକ୍ତ ଘୋଷଣା କରାଯାଇଛି। ଜାନୁଆରୀ ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ମଧ୍ୟରେ ୨ ଜଣ ନକ୍ସଲ ଗିରଫ ହୋଇଥିବା ବେଳେ ୨୩ ଜଣ ନକ୍ସଲ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଭବିଷ୍ୟତରେ ମାଓବାଦୀ କାର୍ଯ୍ୟକଳାପର ପୁନରାବୃତ୍ତି ରୋକିବା ପାଇଁ ଏସଓଜି, ଡିଭିଏଫ୍ ଓ ବିଏସଏଫ୍ ପକ୍ଷରୁ ଅଞ୍ଚଳରେ ନିୟମିତ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ ସୂଚନା ଦେଇଛି।
Previous Article
Next Article
admin1
admin1 Jun 10, 2026 59
admin Mar 16, 2026 36
admin1 Jun 27, 2026 4
admin1 Jun 28, 2026 136
admin1 Jun 11, 2026 9
admin1 Jun 9, 2026 18
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options