ରାଜ୍ୟସଭା କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣା ନୂଆ ଅପଡେଟ୍‌, ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ.

ରାଜ୍ୟସଭା କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣା ନୂଆ ଅପଡେଟ୍‌, ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ.

ରାଜ୍ୟସଭା କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣା ନୂଆ ଅପଡେଟ୍‌, ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ।