*ସରକାରଙ୍କ ଉପରେ ନିବେଶକଙ୍କ ଭରସା ବଢ଼ିଛି'*

*ସରକାରଙ୍କ ଉପରେ ନିବେଶକଙ୍କ ଭରସା ବଢ଼ିଛି'*

*-ରାଜ୍ୟରେ JSW-ପୋସ୍କୋର ନିବେଶ ନେଇ ଶିଳ୍ପ ମନ୍ତ୍ରୀଙ୍କ ସୂଚନା*

*-କେନ୍ଦୁଝରରେ ପ୍ରକଳ୍ପ ଆଗେଇ ଚାଲିଛି କହିଲେ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ*

*-'୧୨ଟି ପଞ୍ଚାୟତରେ ଜମି ଆବଶ୍ୟକ ଅଛି , ୬ଟି ପଞ୍ଚାୟତରେ ଗ୍ରାମସଭା ସରିଛି'*

*-ରାଜ୍ୟ ସରକାରଙ୍କ ଟାସ୍କଫୋର୍ସ ସବୁ କିଛି ତଦାରଖ କରୁଛି- ଶିଳ୍ପ ମନ୍ତ୍ରୀ*

*'-ଢେଙ୍କାନାଳ ପ୍ରକଳ୍ପ ପାଇଁ ଜମି ଅଛି, ଆଉ ଆବଶ୍ୟକ ଜମି ଅଧିଗ୍ରହଣ ହେବ'*

*-'ଏବେ ସରକାରଙ୍କ ଉପରେ ଭରସା କରି ବଡ଼ କଂପାନୀ ପୁଣି ଓଡ଼ିଶା ଫେରୁଛନ୍ତି'*