ସେମିକନ୍_ଇଣ୍ଡିଆରୁ_ଫେରିଲେ_ମୁଖ୍ୟମନ୍ତ୍ରୀ
-ସେମିକନ୍ ଇଣ୍ଡିଆ-୨୦୨୬ରେ ଯୋଗଦେଇ ଫେରିଲେ ମୁଖ୍ୟମନ୍ତ୍ରୀ
-୨୩ ହଜାର ୬ ଶହ କୋଟିର ପୁଞ୍ଜିନିବେଶ, ୬୧ ଶହ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ
-ନରାଜ ନିକଟରେ ୮୭୦ ଏକର ଜମିରେ ନିର୍ମାଣ ହେବ ପ୍ରକଳ୍ପ
-‘ଓଡ଼ିଶା ସିଲକନ ଭ୍ୟାଲି’ ପ୍ରକଳ୍ପ ପାଇଁ କ୍ବାଡକ୍ବାଣ୍ଟମ୍ ସହ ଚୁକ୍ତି ସ୍ବାକ୍ଷର
-ଓଡ଼ିଶାକୁ ପୂର୍ବ ଭାରତର ସେମି କଣ୍ଡକ୍ଟର ହବ୍ କରିବା ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ
-ମାଇନ୍ ଅର୍ଥନୀତିରୁ ଓଡ଼ିଶା ମାଇଣ୍ଡ ଅର୍ଥନୀତି ଆଡକୁ ଅଗ୍ରସର ହେଉଛି
-ଓଡ଼ିଆ ଯୁବକ ଯୁବତୀ ବାହାର ରାଜ୍ୟକୁ ନ ଯାଇ ନିଜ ରାଜ୍ୟରେ ନିଯୁକ୍ତି ପାଇବେ
-୧୮ଟି କମ୍ପାନୀ ସହ ଆଲୋଚନା ହୋଇଛି, ୩ କମ୍ପାନୀ ସହ LOI ହୋଇଛି


admin 
