ଟ୍ରେନ୍ରେ_ସନ୍ତାନ_ପ୍ରସବ
-ମୁନିଗୁଡା: ଟ୍ରେନ୍ ଭିତରେ କନ୍ୟା ସନ୍ତାନ ଜନ୍ମ ଦେଲେ ମହିଳା
-ଆଲେପି-ଧାନବାଦ ଟ୍ରେନ୍ରେ ମହିଳାଙ୍କ ପ୍ରସବ, ୩୦ ମିନିଟ ଅଟକିଲା ଟ୍ରେନ୍
-ଅମ୍ବାଦଳା ଷ୍ଟେସନରେ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ ପାଟ୍ନାର ମହିଳା
-ମା’ ଓ ଶିଶୁ ସୁରକ୍ଷିତ, ଉଭୟଙ୍କୁ ହସ୍ପିଟାଲ ସ୍ଥାନାନ୍ତର


admin 
