admin Sep 10, 2026 2
admin Sep 9, 2026 11
admin Sep 5, 2026 200
admin Aug 31, 2026 5
admin Aug 13, 2026 18
admin Sep 12, 2026 5
admin Sep 12, 2026 52
admin Sep 12, 2026 77
admin Sep 12, 2026 47
admin Sep 12, 2026 17
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 10
admin Jul 25, 2026 18
admin May 29, 2026 9
admin Apr 17, 2026 63
admin Apr 14, 2026 31
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Sep 11, 2026 66
admin Aug 29, 2026 6
admin May 29, 2026 69
admin May 27, 2026 11
admin May 17, 2026 67
admin Sep 12, 2026 4
admin Sep 11, 2026 116
admin Sep 10, 2026 180
admin Sep 8, 2026 6
admin Sep 6, 2026 4
Join our subscribers list to get the latest news, updates and special offers directly in your inbox
ରାଜନୀତି
ସ୍ୱର୍ଗତ ଅବନୀ ମୋହନ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ। ପଟ୍ଟାମୁଣ୍ଡାଇ( ନ୍ୟୁଜ ଇଣ୍ଡିଆ): ବରିଷ୍ଠ ସାମ୍ବାଦିକ ଡ଼ା.ଅବନୀ ମୋହନ ଦାସ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ। ସାଲିସ ବିହୀନ ଜୀବନ ସଂଗ୍ରାମରେ ସେ କେବେ ପଛକୁ ହଟି ନ ଥିଲେ। ତାଙ୍କର ତ୍ୟାଗ ଓ ତିତିକ୍ଷl ତାଙ୍କୁ ସ୍ମରଣୀୟ କରି ରଖିବ ବୋଲି ବରିଷ୍ଠ ସାମ୍ବାଦିକ ସମାଜସେବୀ ସ୍ବର୍ଗତ ଡ଼ା ଅବନୀ ମୋହନ ଦାସଙ୍କ ଦ୍ୱାଦଶlହ ଅବସରରେ ପୋଖରୀୟlପଡ଼ା ଠାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି। ରାଜ୍ୟସ୍ତରୀୟ ବରିଷ୍ଠ ସାମ୍ବାଦିକ ମୁରଲୀ ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବିଶିଷ୍ଟ ବକ୍ତାମାନେ ସ୍ବର୍ଗତ ଡ଼ା ଅବନୀ ମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ସ୍ମୃତିଚlରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ବିଶିଷ୍ଟ ସାହିତ୍ୟିକ ଡ. ବାସୁଦେବ ଦାସ, ବାମପନ୍ଥୀ ନେତା ଶୈଳେନ୍ଦ୍ର ମହାନ୍ତି, ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ଶ୍ରୀମତୀ ବନ୍ଦନା ପାତ୍ର, ବରିଷ୍ଟ ଆଡ୍ଭୋକେଟ ରାମକୃଷ୍ଣ ଦାଶ, ପଟ୍ଟାମୁଣ୍ଡାଇ କୋର୍ଟ ଓକିଲସଂଘ ସମ୍ପାଦକ ରବୀନ୍ଦ୍ର ଦାଶ, ସଞ୍ଜୟ ସାହୁ, ସତ୍ୟନାରାୟଣ ନାୟକ, ନିଗମାନନ୍ଦ ତ୍ରିପାଠୀ, ଜିତେନ୍ଦ୍ର ନନ୍ଦି, ବରିଷ୍ଟ ସାମ୍ବାଦିକ ଅନୀଲ ଚୌଧୁରୀ, ଉପେନ୍ଦ୍ର ନାୟକ, ସତ୍ୟରଞ୍ଜନ ବେହେରା,ଯୁବ ନେତା ମିଟୁ ମନୋଜ ନାୟକ, ପ୍ରାକ୍ତନ ସରପଞ୍ଚ ବାବାଜୀ ଧଳ, ବ୍ରଜେନ୍ଦ୍ର ବର୍ମା, ଦଳିତ ନେତା କଳ୍ପତରୁ ମଲିକ, କୃଷକ ନେତା ଦାଶରଥି ସାହୁ, ଶିକ୍ଷକ ନେତା ଗୋକୁଳ ଚନ୍ଦ୍ର ରାଉତ, ଶ୍ରୀକାନ୍ତ ଲେଙ୍କା, , ସଞ୍ଜୀବ ରାଉତ, ସମାଜସେବୀ ପ୍ରମୋଦ ସାହୁ , କଥାକାର ପ୍ରଦୀପ ନାୟକ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ବର୍ଗତ ଅବନୀ ମୋହନ ସ୍ମୃତି ଚlରଣ କରିବା ସହିତ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ସରକାରୀ ଓକିଲ ଶ୍ରୀମତୀ ପ୍ରଣତୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ହିମାଦ୍ରୀ ଭୂଷଣ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ସଞ୍ଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା
Previous Article
Next Article
admin1
admin May 9, 2026 11
admin1 Jun 29, 2026 11
admin Jul 25, 2026 16
admin Apr 5, 2026 8
admin1 May 31, 2026 33
admin1 Jun 25, 2026 14
admin Aug 3, 2026 422
admin Aug 23, 2026 392
admin Aug 11, 2026 352
admin Aug 21, 2026 340
admin Aug 5, 2026 327
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 40
View Options