ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ପ୍ରକାର ମଞ୍ଜିର ଅର୍ଥ ପ୍ରଦାନ  .

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ପ୍ରକାର ମଞ୍ଜିର ଅର୍ଥ ପ୍ରଦାନ  .

ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବିଭିନ୍ନ ପ୍ରକାର ମଞ୍ଜିର ଅର୍ଥ ପ୍ରଦାନ  .

ଖଇରପୁଟ -୧୭.୦୭.  ବୁଧବାର ସକାଳ ୧୦ ଘଂଟିକା ସମୟରେ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ଖଇରପୁଟ ଆତ୍ମା ଅନୁକୂଲ୍ୟ ରେ ୯ ଗୋଟି ସ୍ୱୟଂ ସହାୟିକା ଗୋଷ୍ଠି ମାନଙ୍କୁ ବିଭିନ୍ନ ପ୍ରକାର ମଞ୍ଜି ଅର୍ଥ ପ୍ରଦାନ କରାଯାଇଛି I ଗୋଟିଏ ଗୋଟିଏ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ୧୦.୦୦୦/- ର ସହାୟତା ରାଶି ପ୍ରଦାନ କରାଛିI  ଏହି ବିତରଣ ସଭାରେ କୃଷି ବିଭାଗ ତରଫରୁ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ  ଶ୍ରୀ ଦିଲରଞ୍ଜନ ମାହାଳିକ, ଜିଲ୍ଲା କୃଷି ଅଧିକାରୀ ମହେଶ କୁମାର ପାଢ଼ୀ, ଖଇରପୁଟ ବ୍ଲକ କୃଷି ଅଧିକାରୀ ଶ୍ରୀ ଉମା ଶଙ୍କର ଗୌଡ଼, ଖଇରପୁଟ ବ୍ଲକ ଆତ୍ମା  ଅଧକ୍ଷ ଲବ କର୍ଲିଆ, ଖଇରପୁଟ ବ୍ଲକ ସହକାରୀ ପ୍ରଯୁକ୍ତିବିଦ୍ୟା ପରିଚାଳକ ଦିନେଶ ପ୍ରସାଦ ପାଢ଼ୀ, ମୃତିକା ସଂରକ୍ଷଣ ବିଭାଗ ଶ୍ରୀ ଅବନି କୁମାର ପାତ୍ର, ଓଡିଶା ଜୀବିକା ମିଶନ ବିପିଏମ ଚିନ୍ମୟ କୁମାର ସିଂ ଏବଂ ଖଇରପୁଟ ବ୍ଲକ ର କୃଷି କର୍ମଚାରୀ କ୍ରିଷ୍ଣା ବିଶୋଇ , ଟିକାୟତ ବିଶୋଇ ଓ ଭୁପେଶ କୁମାର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ I
ମାଲକାନଗିରି ଖଇରପୁଟ ରୁ ଶିବପ୍ରସାଦ ପରିଛା ବିଶେଷ ଖବର