*☀️୪୧ ଡିଗ୍ରୀ ଛୁଇଁଲା ରାଜଧାନୀ...*

*☀️୪୧ ଡିଗ୍ରୀ ଛୁଇଁଲା ରାଜଧାନୀ...*

*-ସାରା ରାଜ୍ୟରେ ଅସହ୍ୟ ତାତି; ୪୧ ଡିଗ୍ରୀ ଛୁଇଁଲା ରାଜଧାନୀ ଭୁବନେଶ୍ବର*

*-ଦିନ ୨ଟା ୩୦ ସୁଦ୍ଧା ରାଜଧାନୀ ତାପମାତ୍ରା ୪୧ ଡିଗ୍ରୀ*

*-୪୪.୪ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର*

*-ସମ୍ବଲପୁର ୪୩.୨ , ହୀରାକୁଦ ୪୩ , ରାଉରକେଲା ଓ ଭୁବନେଶ୍ବର ୪୧ ଡିଗ୍ରୀ*