*IAS ବିଷ୍ଣୁପଦଙ୍କ ସୁରକ୍ଷା ବଳବତ୍ତର -IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ଚଢ଼ାଉ ମାମଲା.
*IAS ବିଷ୍ଣୁପଦଙ୍କ ସୁରକ୍ଷା ବଳବତ୍ତର -IAS ବିଷ୍ଣୁପଦ ସେଠୀଙ୍କ ଘରେ CBI ଚଢ଼ାଉ ମାମଲା* *-ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ* *-ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତର* *-କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବାକୁ ନିର୍ଦ୍ଦେଶ* *-CBI ଚଢ଼ାଉ ନେଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବିଷ୍ଣୁପଦ.
