*OYO ହୋଟେଲରେ ଯୁବତୀଙ୍କ ମୃତ୍ୟୁ,ପୁରୁଷ ବନ୍ଧୁଙ୍କୁ ଅଟକ ସୂଚନା.
*OYO ହୋଟେଲରେ ଯୁବତୀଙ୍କ ମୃତ୍ୟୁ,ପୁରୁଷ ବନ୍ଧୁଙ୍କୁ ଅଟକ ସୂଚନା ଅନୁଯାୟୀ; ଭୁବନେଶ୍ଵର* *ଖଣ୍ଡଗିରି ଥାନା ପୋଲିସ ପୁରୁଷ ବନ୍ଧୁ ବିଭୁତି ପ୍ରତିହାରୀଙ୍କୁ ଅଟକ ରଖିଛି ପୋଲିସ* *ଗତକାଲି ଜାଗମରା ଦାସ ଇନ ଓୟୋ ହୋଟେଲର ଛାତରୁ ପଡ଼ି ଯୁବତୀଙ୍କ ମୃତ୍ୟୁ ହୋଇଥିଲା,* *ଦୁହିଁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ପରେ ଯୁବତୀ ଆତ୍ମହତ୍ୟା କରିଥିବା ସୂଚନା, ମୃତ ଯୁବତୀ ନୟାଗଡ଼ ଅଞ୍ଚଳର *ସୋନାଲି ମହାପାତ୍ର ଓ ସେ* *ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁଥିଲେ*
