ଅଗଣତାନ୍ତ୍ରିକ ଭାବେ ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ବିଧାନସଭା ପରିସରକୁ ପୋଲିସ କର୍ମୀ ନ ଛାଡ଼ିବାରୁ ରାସ୍ତାରେ ବସି ପ୍ରତିବାଦ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବିଧାୟକ ଦଳ ଉପନେତା ଅଶୋକ ଦାଶ। .

ଅଗଣତାନ୍ତ୍ରିକ ଭାବେ ନିଲମ୍ବିତ ହୋଇଥିବା କଂଗ୍ରେସ ବିଧାୟକଙ୍କୁ ବିଧାନସଭା ପରିସରକୁ ପୋଲିସ କର୍ମୀ ନ ଛାଡ଼ିବାରୁ ରାସ୍ତାରେ ବସି ପ୍ରତିବାଦ କଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଓ ବିଧାୟକ ଦଳ ଉପନେତା ଅଶୋକ ଦାଶ।