ଗସ୍ତ_ମଝିରେ_ଗୁଲାମ_ନବୀ_ଆଜାଦ_ଅସୁସ୍ଥ -କୁଏତ୍ରେ ଅସୁସ୍ଥ ହୋଇପଡ଼ିଲେ ଗୁଲାମ ନବୀ ଆଜାଦ .

ଗସ୍ତ_ମଝିରେ_ଗୁଲାମ_ନବୀ_ଆଜାଦ_ଅସୁସ୍ଥ -କୁଏତ୍ରେ ଅସୁସ୍ଥ ହୋଇପଡ଼ିଲେ ଗୁଲାମ ନବୀ ଆଜାଦ .
-ସର୍ବଦଳୀୟ ଟିମ୍ ଗସ୍ତ ବେଳେ ଅସୁସ୍ଥ ହୋଇପଡ଼ିଲେ
-ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହେଲେ
-ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ସୂଚନା ଦେଲେ ବୈଜୟନ୍ତ ପଣ୍ଡା.
-ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି, ଡାକ୍ତରୀ ତଦାରଖରେ ଥିବା କହିଲେ .