ସୁଭଦ୍ରା ପାଇଁ ଅଧିକ ୫ ଦିନ ସମୟ ଦେବୁ'

ସୁଭଦ୍ରା ପାଇଁ ଅଧିକ ୫ ଦିନ ସମୟ ଦେବୁ'

*- `ସୁଭଦ୍ରା' ଆବେଦନ ନେଇ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା*

*- ୧ରୁ ୩୦ ତାରିଖ ମଧ୍ୟରେ ନୂଆ ହିତାଧିକାରୀ ଆବେଦନ କରିବେ*

*- ଆବେଦନକାରୀଙ୍କ ସଂଖ୍ୟା ବହୁତ କମ ଅଛି, କିନ୍ତୁ ସମୟ ପର୍ଯ୍ୟାପ୍ତ ଅଛି*

*- ୨୧ ବର୍ଷ ବୟସରେ ପହଞ୍ଚିଥିବା ଯୁବତୀ ଆବେଦନ କରିବେ*

*- ଯଦି କେଉଁଠି ଟେକ୍ନିକାଲ ଅସୁବିଧା ସାମ୍ନାକୁ ଆସେ ସମୟ ବଢ଼ାଯିବ*

*- ଅସୁବିଧା ଥିଲେ ଆଉ ୫ ଦିନ ସମୟ ଅବଧି ବଢା଼ଇବୁ: ପ୍ରଭାତୀ ପରିଡା*