ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା...

ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା...

*ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା...*

*-ଗ୍ରୀଷ୍ମ ଋତୁରେ ସମ୍ଭାବ୍ୟ ଅଂଶୁଘାତ ଆଶଙ୍କାରେ ଶ୍ରମିକଙ୍କ ପାଇଁ କଟକଣା*

*-ଏପ୍ରିଲ ୧ରୁ ଜୁନ୍‌ ୧୫ ମଧ୍ୟରେ ଦିନ ୧୧ରୁ ଅପରାହ୍ନ ୩ଟା କାମ ମନା*

*-ସମସ୍ତ ବାଣିଜ୍ୟ, ଶିଳ୍ପ ସଂସ୍ଥା, ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଲାଗୁ*

*-ଜରୁରୀ ଥିଲେ ରୌଦ୍ରତାପରୁ ରକ୍ଷା କରିବା ପାଇଁ ସତର୍କମୂଳକ ପଦକ୍ଷେପ*