କଟ୍ରଙ୍ଗିଆ ଗ୍ରାମପଞ୍ଚାୟତ ର ମାସିକ ବୈଠକ ପଞ୍ଚାୟତ କାର୍ଯ୍ୟାଳୟ ର conference Hall ରେ ଅନୁଷ୍ଠିତ
ଅଦ୍ୟ ତା ୩୧.୩.୨୦୨୬ ରିଖ ମଙ୍ଗଳବାର ଦିନ କଟ୍ରଙ୍ଗିଆ ଗ୍ରାମପଞ୍ଚାୟତ ର ମାସିକ ବୈଠକ ପଞ୍ଚାୟତ କାର୍ଯ୍ୟାଳୟ ର conference Hall ରେ ଅନୁଷ୍ଠିତ ହୋଇଯାଇଛି,ବୈଠକ ରେ ମାନ୍ୟବର ସରପଞ୍ଚ ମହୋଦୟ। ଶ୍ରୀମତୀ ପ୍ରତିଭା କହଁର ସଭାପତିତ୍ୱ କରିଥିଲେ,ପଞ୍ଚାୟତ ର ବିଭିନ୍ନ ୱାର୍ଡ ରେ ରହିଥିବା ସମସ୍ୟା,ପାନୀୟ ଜଳ ର ସୁବନ୍ଦୋବସ୍ତ କରିବା ନିମନ୍ତେ ଗୁରୁତ୍ଵ ଦେବେ ବୋଲି କହିଥିଲେ, କାତ। କେରୀ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷକ ଶ୍ରୀ ରବିନାରାୟଣ ତ୍ରିପାଠୀ ବୈଠକ ରେ ସରପଞ୍ଚ ଙ୍କୁ ଜଣାଇଥିଲେ ଯେ ବର୍ଷା ଜଳ ବିଦ୍ୟାଳୟ ଶ୍ରେଣୀ କକ୍ଷ ଓ କାର୍ଯାଳୟ ରେ ପ୍ରବେଶ କରୁଥିବାରୁ ଏହାର ସୁବନ୍ଦୋବସ୍ତ କରିବା ନିମନ୍ତେ ଜଣାଇଥିଲେ,ସରପଞ୍ଚ ମହୋଦୟ। ତୁରନ୍ତ ଏହି ସମସ୍ୟା ର ସମାଧାନ କରାଯିବ ବୋଲି ମତ ଦେଇଥିଲେ,ବିଦ୍ୟାଳୟ ରେ ସରପଞ୍ଚ ଙ୍କ ଅନୁଦାନ ପାଣ୍ଠି ରୁ ବିଦ୍ୟାଳୟ ସ୍ଥାପିତ ର ଦୀର୍ଘ୍ ୭୨ ବର୍ଷ ପରେ ବିଦ୍ୟୁତ ସଂଯୋଗ ହୋଇଥିବାରୁ ସରପଂଚ ଙ୍କୁ ପ୍ରଶଂସା କରାଯାଇଥିଲା,ସମସ୍ତ ବିଭାଗ ର ବାକି ରହିଯାଇଥିବା କାର୍ଯ୍ୟ କୁ ତୁରନ୍ତ ସମାଧାନ କରାଯିବ ବୋଲି ସରପଞ୍ଚ ମହୋଦୟ। କହିଥିଲେ.......


admin 
