*ଦେଢ଼_ଲକ୍ଷ_କୋଟି_ଛୁଇଁବ_ରାଜ୍ୟର_ଋଣ*

*ଦେଢ଼_ଲକ୍ଷ_କୋଟି_ଛୁଇଁବ_ରାଜ୍ୟର_ଋଣ*

-ରାଜ୍ୟର ଋଣଭାର ଦେଢ଼ ଲକ୍ଷ କୋଟି ଟଙ୍କା ଛୁଇଁବାକୁ ବସିଲାଣି

-ମାର୍ଚ୍ଚ ୨୦୨୭ ସୁଦ୍ଧା ଋଣଭାର ୧ ଲକ୍ଷ ୪୮ ହଜାର କୋଟିରେ ପହଞ୍ଚିବ

-ରାଜ୍ୟର ମୁଣ୍ଡ ପିଛା ଋଣ ଭାର ୩୧ ହଜାର ୩୪୪ ଟଙ୍କାରେ ପହଞ୍ଚିବ

-ଏପରି ଆକଳନ କରାଯାଇଥିବା ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର

-୨୦୦୫-୦୬ରୁ ନିଆଯାଇଥିବା ଋଣ ସମ୍ପୂର୍ଣ ପୁଞ୍ଜି ଖର୍ଚ୍ଚରେ ବିନିଯୋଗ ହେଉଛି

-ଏଥିରୁ କୌଣସି ଅର୍ଥ ରାଜସ୍ବ ବ୍ୟୟ ପାଇଁ ଖର୍ଚ୍ଚ କରାଯାଉନାହିଁ- ମୁଖ୍ୟମନ୍ତ୍ରୀ