*ଦେଶବାସୀଙ୍କୁ ମୋଦିଙ୍କ ବଡ଼ ଅପିଲ୍...*

*ଦେଶବାସୀଙ୍କୁ ମୋଦିଙ୍କ ବଡ଼ ଅପିଲ୍...*

*- ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପିଲ୍*

*- ଏବେ ବିଶ୍ଵରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢୁଛି*

*- ପେଟ୍ରୋଲ୍ ଓ ଡିଜେଲ୍ କମ୍ ବ୍ୟବହାର କରନ୍ତୁ: ମୋଦି*

*- ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଦେଶବାସୀ ଏକଜୁଟ୍ ହୁଅନ୍ତୁ*

*- ଯୁଦ୍ଧ ଯୋଗୁଁ ଦେଶ ସଂକଟ ଦେଇ ଗତି କରୁଛି* 

*- ଯୁଦ୍ଧ ପ୍ରଭାବରୁ ଦେଶକୁ ବଞ୍ଚାଇବାକୁ ହେବ: ମୋଦି*

*- ବର୍ଷେ ଯାଏଁ ବିଦେଶ ଯାତ୍ରାରୁ ନିବୃତ୍ତ ରହନ୍ତୁ: ମୋଦି*