ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ର ମହାମିଶ୍ରଣ ପର୍ବ ହୋଉଛି,

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ର ମହାମିଶ୍ରଣ ପର୍ବ ହୋଉଛି,

ବାଲେଶ୍ୱର ଜିଲ୍ଲା ପ୍ରତିନିଧି ରଘୁନାଥ ନାୟକ ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଜେପି ର ମହାମିଶ୍ରଣ ପର୍ବ ହୋଉଛି, କଇଥ ଗଡିଆ ପଞ୍ଚାୟତ ର ସରପଞ୍ଚ,ଅନିତା ପାଇକରାୟ, ପୂର୍ବତନ ସରପଞ୍ଚ ଗୋବର୍ଦ୍ଧନ ପାଇକରାୟ ସମିତି ସଭ୍ୟ,ନରୋତମମହିମା ଜେନା, ସାରକୋଣା ସରପଞ୍ଚ, ଗଡ଼ପୋଖରୀ ସରପଞ୍ଚ,ଖଇରା ପଞ୍ଚାୟତ ସମିତି ର ଅଧକ୍ଷା, ସମିତି ସଭ୍ୟ, ସରପଞ୍ଚ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର, ପୂର୍ବତନ ସରପଞ୍ଚ, ସମିତି ସଭ୍ୟ, ହଜାର ବିଯୁଜନତା ଦଳର କର୍ମୀ ବିଜେପି ର ଯୋଗ ଦେଇଛନ୍ତି, ମାନ୍ୟବର ମନ୍ତ୍ରୀ ଅବକାରୀ, ଆଇନୀ ଶ୍ରୀ ଯୁକ୍ତ ପୃଥିବୀରାଜ ହରିଚନ୍ଦନ,ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠି, ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଲୋଚନ ପଣ୍ଡା, ବାଲେଶ୍ୱର ଜିଲାର ବିଜେପି ର ଜିଲ୍ଲା ସଭାପତି ଉପସ୍ଥିତ ରହିଥିଲେ, ମହାମିଶ୍ରଣ ପର୍ବ ରେ ହଜାର ବିଜେଡି ପ୍ରତିନିଧି ଯୋଗଦେଲେ, ପ୍ରକୃତରେ ଲୋକଙ୍କର ସରକାର ପ୍ରମାଣିତ ହୋଇଛି, ସରକାର ଲୋକାଭିମୁଖୀ ହୋଇଛି, ମାନ୍ୟବର ବିଧାୟକ ଙ୍କର ନେତୃତ୍ୱ ବଲବତ୍ର ହୋଇଛି, ସ୍ଥାନୀୟ ଦୁର୍ଗାମଣ୍ଡପ ରେ ମିଶ୍ରଣ ପର୍ବ ହୋଇଛି,ବିଜେପି ସରକାର 40,000=00 ରୁ ଉର୍ଦ୍ଧ ଚାକିରୀ ପ୍ରଦାନ କରିଛି, ଏବଂ ଗରୀବ ଲୋକଙ୍କୁ ଚାରିଲକ୍ଷ୍ୟ ଷାଠିଏ ହଜାର ଘର ପ୍ରଦାନ କରିଛି, ଚାଷୀ ମାନଙ୍କୁ ପ୍ରତି କୁଇଣ୍ଟାଲ ରେ 800=00 ଟଙ୍କା ବନସ ପ୍ରଦାନ କରିଛି, ଲୋକମାନକୁ ନ୍ୟାୟ ପ୍ରଦାନ କରୁଛି, ଏଥିପାଇଁ ଲୋକଙ୍କ ସରକାର କୁହାଯାଉଛି,