*ଲେଫ୍ଟନାଣ୍ଟ_ଜେନେରାଲ୍_ସୁବ୍ରମଣି_ନୂଆ_CDS*
*ଲେଫ୍ଟନାଣ୍ଟ_ଜେନେରାଲ୍_ସୁବ୍ରମଣି_ନୂଆ_CDS*
-ନୂଆ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍, CDS ନିଯୁକ୍ତ କଲେ କେନ୍ଦ୍ର ସରକାର
-ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଏନ୍.ଏସ୍ ରାଜା ସୁବ୍ରମଣି ନୂଆ CDS
-CDS ସହ ସାମରିକ ବ୍ୟାପାର ବିଭାଗର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ
-ବର୍ତ୍ତମାନର CDS ଜେନେରାଲ୍ ଅନୀଲ ଚୌହାନଙ୍କ କାର୍ଯ୍ୟକାଳ ଆସନ୍ତା ୩୦ରେ ସରିବ
-ସୁବ୍ରମଣି ବର୍ତ୍ତମାନ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ସାମରିକ ପରାମର୍ଶଦାତା ଅଛନ୍ତି
-ପୂର୍ବରୁ, ସେନା ଉପାଧ୍ୟକ୍ଷ ଥିଲେ ଲେଫ୍ଟନାଣ୍ଟ ଜେନେରାଲ୍ ସୁବ୍ରମଣି
-୨୦୨୪ ପର୍ଯ୍ୟନ୍ତ କେନ୍ଦ୍ରୀୟ କମାଣ୍ଡର ଜେନେରାଲ ଅଫିସ୍ର କମାଣ୍ଡିଂ-ଇନ୍-ଚିଫ୍ ଥିଲେ


admin 
