ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ବିପୁଳ ସମ୍ପତ୍ତି.
*ସହକାରୀ_ନିର୍ବାହୀ_ଯନ୍ତ୍ରୀଙ୍କର_୨୧_ପ୍ଲଟ୍ -ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମ ଚନ୍ଦ୍ର ଶତପଥୀଙ୍କ ବିପୁଳ ସମ୍ପତ୍ତି.* *-ରେଡ୍ ବେଳେ ଢେଙ୍କାନାଳରେ ୫ ହଜାର ବର୍ଗଫୁଟର ୨ ମହଲା କୋଠା* *-କଟକ ବାରଙ୍ଗ ପାଖରେ ଗୋଟିଏ ପ୍ଲଟ୍ ଓ ଢେଙ୍କାନାଳରେ ୨୦ ପ୍ଲଟ୍ ଠାବ* *-ଏଯାବତ ୩୫୦ ଗ୍ରାମ ସୁନା, ଜ୍ବାଇଁ ଘରୁ ୨୩.୯୫ ଲକ୍ଷ କ୍ୟାସ୍ ମିଳିଛି* *-୧.୦୬ କୋଟିର ବ୍ୟାଙ୍କ ଜମା, ୨ଟି ଚାରିଚକିଆ, ୨ଟି ଚକିଆ ମିଳିଛି*
