୧୫_ଦିନରେ_ଭତ୍ତା_ସମସ୍ୟା_ସମାଧାନ’ ,

୧୫_ଦିନରେ_ଭତ୍ତା_ସମସ୍ୟା_ସମାଧାନ’ ,

୧୫_ଦିନରେ_ଭତ୍ତା_ସମସ୍ୟା_ସମାଧାନ’ ,
-ରାଜ୍ୟରେ ୧୫ ଦିନ ଭିତରେ ଭତ୍ତା ସମସ୍ୟାର ସମଧାନ ହେବ
-ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ସାଂସଦ ମନମୋହନ ସାମଲ
-‘ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି’
-‘ଯେଉଁମାନେ କ୍ୟାସ୍‌ ଆକାରରେ ଭତ୍ତା ପାଉଥିଲେ ସେମାନଙ୍କର ସମସ୍ୟା ହୋଇନି’
-‘ଯେଉଁମାନଙ୍କ ଅନଲାଇନ୍‌ରେ ଭତ୍ତା ଯାଉଛି, ସେମାନଙ୍କର ସମସ୍ୟା ହୋଇଛି’
-‘କେନ୍ଦ୍ର ସରକାର ପକ୍ଷରୁ ନୂଆ କରି ସଫ୍ଟଓୟାର ଡେଭଲପ୍‌ କାମ ଚାଲିଛି’
-‘କେନ୍ଦ୍ର ଓ ରାଜ୍ୟ ଯୁଗ୍ମ ଭାବେ ଭତ୍ତା ଦେବା ପାଇଁ ବ୍ୟବସ୍ଥା କରୁଛନ୍ତି’
-‘ନୂଆ ସଫ୍ଟଓୟାର ପାଇଁ ଦୁଇ ମାସ ଧରି ଭତ୍ତା ଦେବାରେ ବ୍ୟତିକ୍ରମ ହୋଇଛି’
-ଯେଉଁମାନେ ପାଇନାହାନ୍ତି ଏକକାଳୀନ ପାଇବେ- ମନମୋହନ ସାମଲ