*୭ରେ ଶପଥ ନେବେ ବିଜୟ !*
*-ଆସନ୍ତା ୭ରେ ତାମିଲନାଡୁ ନୂଆ ମୁଖ୍ୟମନ୍ତ୍ରୀ ନେଇପାରନ୍ତି ଶପଥ*
*-TVK ମୁଖ୍ୟ ବିଜୟ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା*
*-ଚେନ୍ନାଇର ଜବାହାରଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ଉତ୍ସବ*
*-୨୩୪ ଆସନ ବିଶିଷ୍ଟ ବିଧାନସଭାରେ TVKକୁ ମିଳିଛି ୧୦୮ ଆସନ*
*-ମ୍ୟାଜିକ ଫିଗର ୧୧୮ ଠାରୁ ୧୦ଟି ଆସନ ପଛରେ ରହିଛି TVK*


admin 
