ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟ୍‌: ୩ ଗିରଫ

ଆନ୍ତଃରାଜ୍ୟ ଗଞ୍ଜେଇ ସିଣ୍ଡିକେଟ୍‌: ୩ ଗିରଫ

*-ଗଞ୍ଜେଇ ଚାଲାଣରେ ରାଜସ୍ଥାନ ସିଣ୍ଡିକେଟ୍‌ର ପର୍ଦ୍ଦାଫାସ କଲା ଷ୍ଟଫ*

*-ଟାର୍ଗେଟରେ ଥିବା ଗଞ୍ଜାମ ଜିଲ୍ଲାର ୩ ଗଞ୍ଜେଇ ମାଫିଆ ଗିରଫ*

*-୩ ଲକ୍ଷ ୮୬ ହଜାର ଟଙ୍କା ସହ ଅନ୍ୟାନ୍ୟ ଦସ୍ତାବିଜ ଜବତ*

*-ଓଡ଼ିଶାରୁ ରାଜସ୍ଥାନ ଚାଲୁଥିଲା ଗଞ୍ଜେଇ କାରବାର*

*-ଏପ୍ରିଲ ୧୮ରେ ଖୋର୍ଦ୍ଧାରୁ ଗଞ୍ଜେଇ ଭର୍ତ୍ତି କଣ୍ଟେନର ଜବତ ହୋଇଥିଲା*

*-ରାଜସ୍ଥାନର ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଖୋଳତାଡ଼ କରିଥିଲା STF*