admin Sep 10, 2026 2
admin Sep 9, 2026 10
admin Sep 5, 2026 199
admin Aug 31, 2026 5
admin Aug 13, 2026 18
admin Sep 11, 2026 56
admin Sep 11, 2026 4
admin Sep 11, 2026 22
admin Sep 11, 2026 2
admin Aug 27, 2026 13
admin Aug 26, 2026 6
admin Aug 14, 2026 6
admin Aug 8, 2026 4
admin Aug 2, 2026 5
admin Jul 27, 2026 9
admin Jul 25, 2026 18
admin May 29, 2026 9
admin Apr 17, 2026 62
admin Apr 14, 2026 30
admin Jul 25, 2026 5
admin May 16, 2026 18
admin May 15, 2026 16
admin May 14, 2026 15
admin Aug 29, 2026 5
admin May 29, 2026 67
admin May 27, 2026 10
admin May 17, 2026 67
admin Sep 11, 2026 102
admin Sep 10, 2026 163
admin Sep 8, 2026 5
admin Sep 6, 2026 4
admin Sep 1, 2026 102
Join our subscribers list to get the latest news, updates and special offers directly in your inbox
ରାଜନୀତି
ରାଜଗାଙ୍ଗପୁରରେ ସମୁଦାୟ-ନେତୃତ୍ୱାଧୀନ ସ୍ଥାୟିତ୍ୱ ଅଭିଯାନ ମାଧ୍ୟମରେ ବିଶ୍ୱ ପରିବେଶ ଦିବସ ପାଳନ କରିଛି ଡାଲମିଆ ଭାରତ ରାଜଗାଙ୍ଗପୁର, ୫ ଜୁନ ୨୦୨୬: ପରିବେଶ ଓ ସ୍ଥାୟୀ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାକୁ ସୁଦୃଢ କରି ଭାରତର ଅଗ୍ରଣୀ ସିମେଂଟ କମ୍ପାନୀ ଡାଲମିଆ ଭାରତ ଲିମିଟେଡ ଏକାଧିକ ସଚେତନତା ଓ ସମୁଦାୟ ସମ୍ପୃକ୍ତି ଅଭିଯାନ ମାଧ୍ୟମରେ ରାଜଗାଙ୍ଗପୁରଠାରେ ବିଶ୍ୱ ପରିବେଶ ଦିବସ ୨୦୨୬ର ପାଳନ କରିଛି। ଏହି ଉତ୍ସବ କର୍ମଚାରୀ, ଛାତ୍ରଛାତ୍ରୀ, ପରିବାର ଓ ସ୍ଥାନୀୟ ସମୁଦାୟର ସଦସ୍ୟଙ୍କ ସମେତ ୨୦୦ରୁ ଅଧିକ ଅଂଶଗ୍ରହଣକାରୀଙ୍କୁ ଏକତ୍ରିତ କରିଥିଲା, ଯିଏ ପରିବେଶ ସଂରକ୍ଷଣ ଓ ଜଳବାୟୁ ପ୍ରତି ଦାୟିତ୍ୱ ଦିଗରେ ସାମୂହିକ ପଦକ୍ଷେପକୁ ପ୍ରୋତ୍ସାହିତ କରିଛନ୍ତି। ଏହି ଉତ୍ସବର ଅଂଶ ଭାବେ କମ୍ପାନୀ ପକ୍ଷରୁ ଏକ ବୃହତ ବୃକ୍ଷରୋପଣ ଓ ପରିବେଶ ସଚେତନତା ଅଭିଯାନର ଆୟୋଜନ କରାଯାଇଥିଲା ଯାହା ଜଳବାୟୁ ସମ୍ପର୍କିତ ପଦକ୍ଷେପ ଓ ପ୍ରାକୃତିକ ସଂଶାଧନ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଥିଲା। କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସଦସ୍ୟ ଓ ସମୁଦାୟ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ସହିତ କାରଖାନା, ସହରାଂଚଳ ଓ ଖଣି ଅଂଚଳ ଆଖପାଖରେ ଥିବା ଗ୍ରାମଗୁଡିକରେ ସ୍ଥାନୀୟ ଜଙ୍ଗଲ ପ୍ରଜାତି ଓ ଫଳ ପ୍ରଦାନକାରୀ ବୃକ୍ଷ ସମେତ ୧୧୦୦ରୁ ଅଧିକ ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାଲମିଆ ବିଦ୍ୟା ମନ୍ଦିର (ଡିଭିଏମ)ର ଛାତ୍ରଛାତ୍ରୀଙ୍କ ପାଇଁ ଚିତ୍ରାଙ୍କନ ଓ କ୍ୱିଜ ପ୍ରତିଯୋଗିତା, ଟାଉନସିପ ପରିବାରଗୁଡିକ ପାଇଁ ହୋମ୍ ଗାର୍ଡେନ ଓ ୱେଷ୍ଟ-ଟୁ-ରିସୋର୍ସ ପ୍ରତିଯୋଗିତାଏବଂ ଏକ ବାର୍ଡ-ନେଷ୍ଟିଙ୍ଗ ଅଭିଯାନ ମଧ୍ୟ ସାମିଲ ଥିଲା। ଏକ ଅଭିନବ ପଦକ୍ଷେପରେ କମ୍ପାନୀ ପକ୍ଷରୁ ସଚେତନତା ବୃଦ୍ଧି କରିବା ଏବଂ ଏହାର ସବୁଜ ପଦକ୍ଷେପଗୁଡିକ ସହ ଯୋଗଦାନ ବୃଦ୍ଧି କରିବା ପାଇଁ ରାଜଗାଙ୍ଗପୁର ସାଇଟରେ ରୋପଣ କରାଯାଇଥିବା ବୃକ୍ଷଗୁଡିକର କ୍ୟୁଆର-କୋଡ-ସକ୍ଷମ ଡିଜିଟାଲ ଡିସ୍ପ୍ଲେ ଆରମ୍ଭ କରାଯାଇଥିଲା। ମିଳିତ ଭାବେ ଏହି ପଦକ୍ଷେପଗୁଡିକ ସମୁଦାୟ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିଥିଲା ଏବଂ ସ୍ଥାୟିତ୍ୱ ଓ ଦାୟିତ୍ୱପୂର୍ଣ୍ଣ ପରିବେଶୀୟ ଅଭ୍ୟାସଗୁଡିକର ଏକ ସଂସ୍କୃତି ବିକଶିତ କରିଥିଲା। ଏହି ଅବସରରେ ଡିସିବିଏଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏବଂ ରାଜଗାଙ୍ଗପୁରର ୟୁନିଟ୍ ହେଡ୍ ଶ୍ରୀଯୁକ୍ତ ଚେତନ ଶ୍ରୀବାସ୍ତବ କହିଛନ୍ତି, “ପରିବେଶର ଯତ୍ନ କେବଳ ପ୍ରକୃତିକୁ ସୁରକ୍ଷା ଦେବା ସହ ଜଡିତ ନୁହେଁ ବରଂ ଏହା ଆମର ସାମୂହିକ ଭବିଷ୍ୟତକୁ ସମର୍ଥନ କରୁଥିବା ସଂଶାଧନ, ଇକୋସିଷ୍ଟମ ଓ ସମୁଦାୟଗୁଡିକୁ ସୁରକ୍ଷିତ ରଖିବା ସମ୍ପର୍କିତ ଅଟେ। ସ୍ୱଚ୍ଛ ବାୟୁ, ଜଳ ସୁରକ୍ଷା, ଜୈବବିବିଧତା ଓ ଜଳବାୟୁ ସ୍ଥିରତା ଆଦି ସ୍ଥାୟୀ ବିକାଶ ଏବଂ ଭବିଷ୍ୟତ ପିଢିର କଲ୍ୟାଣ ପାଇଁ ମୌଳିକ ଆବଶ୍ୟକତା ଅଟେ। ଡାଲମିଆ ଭାରତରେ ଆମେ ଆମର ଦାୟିତ୍ୱକୁ ବ୍ୟବସାୟ ପରିଚାଳନାରୁ ଆଗକୁ ବିସ୍ତାର କରିଛୁ ଏବଂ ଆମେ ଦୀର୍ଘସ୍ଥାୟୀ ପରିବେଶୀୟ ଓ ସାମାଜିକ ମୂଲ୍ୟ ସୃଷ୍ଟି କରିବା ପ୍ରତି ପ୍ରତିବଦ୍ଧ ରହିଛୁ। ବିଶ୍ୱ ପରିବେଶ ଦିବସ ଏହି ପ୍ରତିବଦ୍ଧତାକୁ ପୁନଃନିଶ୍ଚିତ କରିବା ଏବଂ ଆମ ସମସ୍ତଙ୍କ ପାଇଁ ଏକ ସବୁଜ ଓ ଅଧିକ ସ୍ଥାୟୀ ଭବିଷ୍ୟତ ନିର୍ମାଣ କରିବା ଦିଗରେ ସାମୂହିକ ପଦକ୍ଷେପକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିଛି।” ସ୍ଥାୟୀ ଅଭିବୃଦ୍ଧି ପ୍ରତି ପ୍ରତିବଦ୍ଧ ରହିଥିବା ଏକ କମ୍ପାନୀ ଭାବେ ଡାଲମିଆ ଭାରତ ଆମ ପରିଚାଳନାର କେନ୍ଦ୍ରରେ ପରିବେଶୀୟ ତତ୍ୱାବଧାନକୁ ସ୍ଥାନିତ କରିଛି। ନବୀକରଣଯୋଗ୍ୟ ଶକ୍ତି ଗ୍ରହଣ, କାର୍ବନ ନିର୍ଗମନ ହ୍ରାସ, ଜୈବବିବିଧତାର ସଂରକ୍ଷଣ, ଜଳ ସକାରାତ୍ମକ ଓ ସବୁଜ ଉତ୍ପାଦନ ଅଭ୍ୟାସଗୁଡିକ ଉପରେ ଗୁରୁତ୍ୱ ଦେଉଥିବା ପଦକ୍ଷେପଗୁଡିକ ମାଧ୍ୟମରେ କମ୍ପାନୀ ଏହାର ସ୍ଥାୟିତ୍ୱ ଲକ୍ଷ୍ୟ ଦିଗରେ ସାର୍ଥକ ପ୍ରଗତିକୁ ଆଗକୁ ବଢାଇବା ଜାରି ରଖିଛି।
Previous Article
Next Article
admin1
admin1 Jun 2, 2026 4
admin Apr 24, 2026 12
admin1 Jun 28, 2026 9
admin1 Jun 21, 2026 4
admin May 17, 2026 6
admin Aug 3, 2026 420
admin Aug 23, 2026 391
admin Aug 11, 2026 347
admin Aug 21, 2026 340
admin Aug 5, 2026 326
ବିଜେଡି
ବିଜେପି
କଂଗ୍ରେସ
Vote View Results
Total Vote: 39
View Options