କଲେଜ ଛାତ୍ରୀ ମୁତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ସବୁ ମହଲରୁ  ଦାବୀ ଯୋର ଧରିଲା ।

କଲେଜ ଛାତ୍ରୀ ମୁତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ସବୁ ମହଲରୁ  ଦାବୀ ଯୋର ଧରିଲା ।

କଲେଜ ଛାତ୍ରୀ ମୁତ୍ୟୁର ନିରପେକ୍ଷ ତଦନ୍ତ ପାଇଁ ସବୁ ମହଲରୁ  ଦାବୀ ଯୋର ଧରିଲା ।

 ତଦନ୍ତ କାର୍ଯ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଏସ ପି ଙ୍କୁ ସହଯୋଗ କରୁଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ଓ ଗ୍ରାମାଞ୍ଚଳ ଥାନା ଆଇଆଇସି ଶ୍ରୀକାନ୍ତ ବାରିକ।

କେନ୍ଦ୍ରାପଡ଼ା ଜିଲ୍ଲା ପଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡପଡା ପଞ୍ଚାୟତର କାଠିଆପଡ଼ା ଗ୍ରାମର ଶଶିକାନ୍ତ ପରିଡାଙ୍କ ଝିଅ ତଥା ବଡପଡା କଲେଜର ଶେଷ ବର୍ଷ ଛାତ୍ରୀ ସଙ୍ଗୀତା ଙ୍କ ମୁତ୍ୟୁର କାରଣଭିନ୍ନ ଭିନ୍ନ ଦିଗକୁଇସରା କରୁଥିବାରୁ ତଦନ୍ତ ର ଦିଗ ମୋଡ ନେବାରେ ଲାଗିଛି . 
ଆଜିକୁ ତିନିଦିନ ତଳେ ଝିଅ ପେଟ୍ରୋଲ ଠାରି ଆତ୍ମହତ୍ୟା କରିଥିବାର ଏକ ଏତଲା ଗ୍ରାମାଞ୍ଚଳ ଥାନା ପଟାମୁଣ୍ଡାଇ୍ ଙ୍କ ପାଖରେ ବାପା ଦେବାପରେ  . ଗ୍ରାମାଞ୍ଚଳ ଅଧିକାରୀ ଧିରେଜ ଲେଙ୍କା ଘଟଣାସ୍ଥଳକୁ ପୁରାଟିମ ଉପସ୍ଥିତ ହେବା ସହିତ କେନ୍ଦ୍ରାପଡ଼ା ଏସ ପି ଓ ସହକାରୀ  ଏସ ପି ଏବଂଫରେନ 6ସକ ଟିମ୍  ମୁତ୍ୟୁ ସ୍ଥାନ ଓ ପରିବାର ଓ ପଡ଼ୋଶୀ ଏପରିକି 
ପଟା ମଣ୍ଡାଇ ମଡୁଲ ଥାନା ଅଧିକାରୀଣି ବନ୍ଦନାପତ୍ର  ଟିମ ସହିତ ଏବଂ ନିଜେ ସ୍ଥିତର ଅନୁଧାନ କରୁଛନ୍ତି 
ଘଟଣାର ସ୍ଵଚ୍ଛତା ପାଇଁ ଶବକୁ କଟକ ବଡ ମେଡିକାଲ  ପୋଷ୍ଟବଟମ କରାଯାଇଥିଲା ଅନ୍ୟପକ୍ଷରେ ଜିଲ୍ଲାର ଏକ ପୋଲିସ  ଟିମ ଚେନାଇରୁ କଲେଜ ଛାତ୍ରୀର ପ୍ରେମିକା ବୋଲି ବାପା ଦେଇଥିବା ଏତଲା ଆଧାରରେ
 ପୋଲିସ ନିଜ ହେପାଜତକ ନେଇଛି
 ୨ଦିନ ହେବ ଏସ.ପି ଓ ପଟାମୁଣ୍ଡାଇ ।।C ବନ୍ଦନା ପାତ୍ର ନିରପେକ୍ଷ ତଦନ୍ତ କରୁଛନ୍ତି
 ତଦନ୍ତର ଅଧିକ ସ୍ୱଚ୍ଛତା ପାଇଁ   ସର୍ବାଦଳିୟ ରାଜନୈତିକ ଦଳ  କଂଗ୍ରେସ ର ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ସସ୍ମିତା ବେହେରା ବରିଷ୍ଠ ନାରୀନେତ୍ରୀ ସୋନାଲି ସାହୁ  ପ୍ରାକ୍ତନ ବିଧାୟିକା ସିପ୍ରା ମଲ୍ଲିକ ଦଳର ରାଜ୍ୟ କୋଷାଧକ୍ଷ ଲୋକସଭା ପ୍ରାର୍ଥୀ ସିଦ୍ଧାନ୍ତ ସ୍ୱରୂପ ଦାସ  କଂଗ୍ରେସ  ବିଧାୟକ ପ୍ରାର୍ଥି ଅଶୋକ ବେସ  ବରିଷ୍ବ ନେତା ଧନେଶ୍ୱର ଦାସ ମଳୟଦାସଯୁବନେତା ପ୍ରଶାନ୍ତ ରାଉତ ସତ୍ୟ ରଞ୍ଜନସାମଲ 
ବିଜେଡିର  ବରିଷ୍ଠ ନାରୀନେତ୍ରୀ ପ୍ରାକ୍ତନ ମନ୍ତ୍ରୀ ଟୁକୁନି ସାହୁ ପ୍ରାକ୍ତନସାଂସଦ  ରାଜଶ୍ରୀ ଦେବି ବିଧାୟକ  ଗଣେଶ୍ଵର ବେହେରା ବିଧାୟକ ଧୃବସାହୁ ପ୍ରାକ୍ତନ ବିଧାୟକ କିଶୋରଚନ୍ଦ୍ରତରାଇବ୍ଲକ ଅଧକ୍ଷ ପଦ୍ୟନ୍ମ ସାମନ୍ତରାୟ ପୌରଅଧ୍ୟକ୍ଷ ହେମନ୍ତ ସାହୁ ୧୭ ନଂ ଜୋନଜିଲ୍ଲା । ପରିଷଦ ରଞ୍ଜନ ବିଶ୍ୱାଳ ବଡପଡ଼ା ସରପଞ୍ଚ ଙ୍କ ପ୍ରତିନିଧି ପାରେଶ୍ୱର ସେଠୀ  କୈଳାସ ସିଂ ସମବେଦନା ଜଣାଇବା ସହିତ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି
  ସେହିଭଳି ବିଜେପିର ଏକ ପ୍ରତିନିଧି ମଣ୍ଡଳୀରେ ପ୍ରାକ୍ତନ ସାଂସଦବରିଷ୍ଠ ନାରୀନେତ୍ରୀ ଅର୍ଚ୍ଚନା ନାୟକ  ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ   ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ କାର୍ଯ୍ୟକାରଣ ସଭ୍ୟ ଲଳିତ ବେହେରା ବିଧାୟିକା ପ୍ରାର୍ଥୀ ଗୀତା ସେଠୀ  ଉପେନ ରାଉତ ବ୍ଲକ  ଉପାଧ୍ୟକ୍ଷା ଜୟନ୍ତୀ ସ୍ୱାଇଁ ଯୁବନେତା ବିକ୍ରମ ବାରିକ ଯୁବନେତା ମିଟୁ ମନୋଜ ନାୟକ , ଉପେନ୍ଦ୍ର ନାୟକ ବଡପଡା ସେବା ସମିତିର ସଭାପତି ଅଶୋକ ମଲ୍ଲିକ  ଯୁବନେତା ସ୍ୱାଗତ ଦାସ ସମାଜସେବି କିଶୋର ସ୍ୱାଇଁ ,  ସମାଜସେବି ତଥା ଧୃର୍ବଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦର ସଭାପତି  ନଳିନୀକାନ୍ତ ସ୍ୱାଇଁ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଆଇନମନ୍ତ୍ରୀ ଜିଲ୍ଲାପାଳ ଏସ୍.ପିଙ୍କ ନିକଟରେ ହୃଢଦାବୀ କରିଥିବାବେଳେ ଝିଅର ପ୍ରେମିକ କୁ ଚେନାଇରୁ ପୋଲିସ ନିଜ ହେପାଯାତକୁ ନେଇ ପଚ଼ରାଉଚ଼ରା କରୁଛନ୍ତି।
 ପୁଅ ର  ପରିବାର  ବିଲିକଣା ପଞ୍ଚାୟତର ତେରୋହି ଗ୍ରାମର ଦାବି ଗଣମାଧମକୁ  ଅବଗତ କରିଛନ୍ତି ଯେ 
  ଯେ ଝିଅର ବାପା ଓ ପରିବାର 20ଲକ୍ଷ ପାଇବା ଆଶା ରେ ସେମାନେ ଝିଅ କୁ ମାରି ଏପରି ଆତ୍ମ ହତ୍ୟାର ରୂପ ଦେଇଛନ୍ତି 
 ଫଳରେ ପୁରା ଘଟଣାଙ୍କୁ ଭିନ୍ନ ମୋଡ ନେଇଛି।

ପୋଲିସ ଏଏସ୍ଆଇ ଶୈଳେନ୍ଦ୍ର ପଲାଇକୁ ଗ୍ରାମାଞ୍ଚଳ ଥାନାରୁ ଜିଲ୍ଲା କାର୍ଯ୍ୟାଳୟକୁ ସ୍ଥାନାନ୍ତର କରାଯାଇ ଝିଅର ଏତଲାର ତଦନ୍ତ କରାଯାଉଛି।
ଏପରିକି ଘଟଣାର ୨ଦିନ ଆଗରୁ ଗ୍ରାମାଞ୍ଚଳ ଅଧିକାରୀ ବଦଳୀ ହୋଇଥିଲେ ମଧ୍ୟ ହଠାତ ଏଘଟଣା ପାଇଁ ତଦନ୍ତ ସମୟରେ ଉପସ୍ଥିତ ରହୁଥିଲେ।
ଗତକାଲି   ଗ୍ରାମାଞ୍ଚଳ ଥାନାରେ ନୂତନ ଅଧିକାରୀ ଶ୍ରୀକାନ୍ତ ବାରିକ ଯୋଗଦେଇଥିବାରୁ ଏଘଟଣାରେ ନିରପେକ୍ଷ ତଦନ୍ତର ବାଟ ଅଧିକ ବାହାରିଛ।

ପ୍ରାକ୍ତନ ସାଂସଦ ଅର୍ଚ୍ଚନା ନାଏକ ଏବଂ ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ଘଟଣାସ୍ଥଳରୁ ଯାଇ ପ୍ରଥମେ ଏସ୍.ପି ଓ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ ରାଜ୍ୟ ସଭାପତି ମନମୋହନ ସାମଲ
 ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତି ପଣ୍ଡା ଙ୍କୁ ଅବଗତ କଲା ପରେ ମୁଖ୍ୟମନ୍ତ୍ରୀ ଘଟଣାର ନିରପେକ୍ଷ ତଦନ୍ତର  ପାଇଁ  ପୋଲିସ ବିଭାଗକୁ ନିର୍ଦ୍ଦେଶ ଦେବାରେ ଗତକାଲି ଭୁବନେଶ୍ୱର ରୁ ସାଇନସିକ଼ଟିମ ଓ କେନ୍ଦ୍ରାପଡ଼ା ଏସ୍ ପି ପୁନ୍ନର୍ବାର ଝିଅର ଘରକୁ ଯାଇ ତଦନ୍ତ କରିଛନ୍ତି।
ଏଥିରେ ପଟାମୁଣ୍ଡାଇ ମଡୁଲ ଥାନା ଅଧିକାରୀଣି ବନ୍ଦନାପାତ୍ର ସମ୍ପୁର୍ଣ୍ଣ ସହଯୋଗ କରୁଛନ୍ତି
ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ କାଠିଆପଡ଼ା ଗସ୍ତରେ ଆସୁଛନ୍ତି।
ଘଟଣାରେ କୌଣସି ରାଜନୀତି କରାନଯାଇ ପ୍ରକୃତ ସତ୍ୟଲୋକଲୋଚନକୁ ଆସୁ। ଯିଏ ବି ଦୋଷି ଦଣ୍ଡପାଆନ୍ତୁ, ସମାଜକୁ ଏହା ଏକ ଉଦାହରଣ ହୋଇ ରହୁ । ପଟ୍ଟାମୁଣ୍ଡାଇ ଏସ ୟୁ ଜେ ସାମ୍ବାଦିକ ସଂଘ ମଧ୍ୟ ନିରପେକ୍ଷ ତଦନ୍ତ ଦାବି କରିଛି ।
ସଂଜୟ କୁମାର ପଣ୍ଡା ବିଶେଷ ଖବର ଜିଲ୍ଲା ପ୍ରତିନିଧି, କେନ୍ଦ୍ରାପଡ଼ା।