କେଶୁରା ଛକ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ପୁରୀ ବାୟ ପାସ ଶାଖା ର ରୂପାନ୍ତରଣ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଅଛି ।

କେଶୁରା ଛକ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ପୁରୀ ବାୟ ପାସ ଶାଖା ର ରୂପାନ୍ତରଣ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଅଛି ।

କେଶୁରା ଛକ ଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ପୁରୀ ବାୟ ପାସ ଶାଖା ର ରୂପାନ୍ତରଣ କାର୍ଯ୍ୟକ୍ରମ ଉଦ୍ ଘାଟିତ ହୋଇଅଛି । ଏହି ଉଦ୍ ଘଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ଚିଫ ଜେନେରାଲ ମ୍ୟାନେଜର ଶ୍ରୀ ଦୀନେଶ ପୃଥୀ, ଡେପୁଟି ଜେନେରାଲ ମ୍ୟାନେଜର ଶ୍ରୀ ପ୍ରଶାନ୍ତ କୁମାର ଓ ଭୁବନେଶ୍ବର ନର୍ଥ ଷ୍ଟେଟ ବାଙ୍କ ରିଜିଓନାଲ ମ୍ୟାନେଜର ଶ୍ରୀ ଅନିଲ କୁମାର ମିଶ୍ର ଯୋଗ ଦେଇଥିଲା ଏହି ସଖା ଖୋଲିବା ଯୋଗୁ କେଶୁରା, କରଦକନ୍ତ, ପାଣ୍ଡରା ପଳାସୁନି,ତଙ୍କପାନି ସାଇ ମନ୍ଦିର ପାଖ ଲୋକ ମାନେ ବ୍ୟାଙ୍କ ର ସେବା ଉପକୃତ ହେଇପାରିବେ, ଏହି I ଶାଖାରେ ଗୃହ ଋଣ, ଗାଡ଼ି ଋଣ, ସ୍ୱର୍ଣ୍ଣ ଋଣ, ପେନସନ ଋଣ ନୂଆ ଆକାଉଣ୍ଟ । (କରେଣ୍ଟ ଆଉ ସେଭିଂ) ଓପନିଂ ସହ ସମସ୍ତ ପ୍ରକାରର ଡିଜିଟାଲ ସୁବିଧା ଉପଲବ୍ଧ ହେବ ଓ ଏହି ବ୍ରାଞ୍ଚ ରେ ATM ଓ e Cormer ସୁବିଧା ଉପଲବ୍ଧ ହେବ ଏହାର ପୂର୍ବ ନାମ କେଶୁରା ବ୍ରାଞ୍ଚ ଥିଲା ଏହି କାର୍ଯ୍ୟକ୍ରମରେ ନୂତନ ଶାଖା ପରିଚାଳକ ସୁଚିନ୍ତା ଆଚାର୍ଯ୍ୟ ଓ ଶାଖାର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ,